ଛତିଶଗଡ଼ରେ ୪ ଓଡ଼ିଆ ନିଖୋଜ ଘଟଣା : ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ

ରାଇଘର: ଛତିଶଗଡ଼ରେ ନିଖୋଜ ଥିବା ୪ ଓଡ଼ିଆଙ୍କର ମୃତଦେହ ଆଜି ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ର କାଙ୍କେରରୁ ନିଜ ପରିବାର ଲୋକଙ୍କ ସହିତ ଫେରୁଥିବା ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜର୍ ସପନ ସରକାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ହୋଇଥିବା ଛତିଶଗଡ଼ ପୁଲିସ ପକ୍ଷରୁ ସୂଚନା ମିଳିଛି। ସୁପରଭାଇଜର୍ ଶ୍ରୀ ସରକାର ତାଙ୍କ ପତ୍ନୀଙ୍କ ସମେତ ଦୁଇ ଜଣ ସମ୍ପର୍କୀୟଙ୍କୁ ନେଇ … Continue reading ଛତିଶଗଡ଼ରେ ୪ ଓଡ଼ିଆ ନିଖୋଜ ଘଟଣା : ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ